Tarini Akhira Tara
30 Views
Dec 31 1969
00:21:55
5

ତାରିଣୀ ଠିକ୍ ସମୟରେ ତୁଶାର ପାଖରେ ପହଂଚିପାରେନି ଯାହାପାଇଁ ତୁଶାର ତାରିଣୀକୁ ଭୁଲବୁଝେ ଏବଂ ଦୁହିଙ୍କ ଭିତରେ ଭୁଲବୁଝାମଣା ହୁଏ.. ପରେ ତାରା ଏ ସବୁ ଜାଣିବା ପରେ ତୁଶାରକୁ ଭୁଲ ମାଗିବା ସହ ଘରୁ ଚାଲିଯିବାକୁ କହେ ହେଲେ ତୁଶାର ନିଜ ଭୁଲ ବୁଝିପାରେ ଏବଂ ତାରାକୁ କଥା ଦିଏ ସେ ତାରିଣୀ ଉପରେ ଆଉ କେବେ ବି ରାଗିବନି..
Share