Tarini Akhira Tara
32 Views
Dec 31 1969
00:21:36
5

ତାରା ଜାଣିପାରେ ତାକୁ Cancer ହେଇଛି..କନିକା ତାରା ସାମ୍ନାରେ ସବୁ ସତ କହିଦିଏ...ତାରା ନିଜ ଜୀବନର ଏତେ ବଡ କଥା ଜାଣିବା ପରେ ଏକଦମ୍ ଭାଙ୍ଗିପଡେ...କ’ଣ ତାରା ଜୀବନର ଏ ସତ ତାରିଣୀ ସାମ୍ନାକୁ ଆସିପାରିବ...?
Share