Tarini Akhira Tara
32 Views
Dec 31 1969
00:21:18
5

କନିକା ତାରାର ହାତରେ ମହେଶ କହିଥିବା ନାଲି ଦାଗ ଦେଖି ତାରାର ରୋଗକୁ ନେଇ ଚିନ୍ତାରେ ପଡିଯାଏ..ଏବଂ ତାରିଣୀ ସାମ୍ନାରେ ଏ ସବୁ କଥା ଲୁଚାଇ ରଖେ..ସେପଟେ ତାରା କେବଳ ତରୁଣ ଓ ତ୍ରୀଶାକୁ କେମିତି ଏକାଠି କରିବ ସେଥିପାଇଁ ଯୋଜନା କରୁଥାଏ...କଣ ତାରା ତା ଯୋଜନାରେ ସଫଳ ହେବ..?
Share