ତାରିଣୀ ସତ ଜାଣିବା ପରେ ତାରା ପାଇଁ ବହୁତ ଦୁଃଖ କରେ.. ଏବଂ ତାରାକୁ ବୁଝାଏ.. ତାରିଣୀର ବ୍ୟବହାର ଦେଖି ତାରା ଓ ପରିବାର ଲୋକ ଟିକେ ଚିନ୍ତାରୁ ମୁକ୍ତି ହୁଅନ୍ତି କିନ୍ତୁ ତୁଶାର ତାରିଣୀକୁ ନେଇ ବ୍ୟସ୍ତ ହେଇପଡେ.. ତାରାର ସତ ଜାଣିବା ପରେ ଏବେ କି ମୋଡ଼ ଆସିବ ତାରିଣୀ ଜୀବନରେ.. ?