Tarini Akhira Tara
43 Views
Dec 31 1969
00:21:58
5

ତାରା, ତ୍ରୀଶା ଓ ତରୁଣଙ୍କ party ରେ ଯାଇ ପହଞ୍ଚେ.. ତାରିଣୀ ଏ କଥାକୁ ନେଇ ବହୁତ ଚିନ୍ତାରେ ଥାଏ.. ସେପଟେ ତାରାକୁ ଦେଖି ତରୁଣ ରାଗିଯାଏ କିନ୍ତୁ ତାରା ତରୁଣକୁ ନିଜ ଜୀବନର ସତ ସହ ସାମ୍ନା କରେଇବା ଉଦେଶ୍ୟ ନେଇ ଆସିଥାଏ.. ହେଲେ ତ୍ରୀଶା ଏ ସବୁର ଫାଇଦା ଉଠାଏ.. କ’ଣ ନିଜ ନିଜ ଉଦେଶ୍ୟରେ ସଫଳ ହେବେ ତାରା ଓ ତ୍ରୀଶା..?
Share