Tarini Akhira Tara
49 Views
Dec 31 1969
00:21:45
5

ବୀର୍ ତାରା ଠାରୁ ଜାଣିବାକୁ ଚେଷ୍ଟା କରେ ତାର ଓ ତାରିଣୀ ଭିତରେ ଘଟିଥିବା ଘଟଣା ବିଷୟରେ...ତାରିଣୀ କେବେ ଆଉ ତାରା ସହ କଥା ହବନି ବୋଲି ତାରା କୁହେ..ତାରାର ଦେହ ଖରାପ ପାଇଁ ସେ ହଠାତ୍ ବେହୋସ୍ ହେଇଯାଏ..ଅନ୍ୟପଟେ ତାରାକୁ ନେଇ ବହୁତ ଡରିଯାଏ ତାରିଣୀ..କ’ଣ ତାରା ଓ ତିରିଣୀ ପୁଣି ଏକାଠି ହେଇପାରିବେ..?
Share