ତାରିଣୀ ତାରାକୁ କ୍ଷମା କରିବା ସହ ନିଜ ଭୁଲ୍ ପାଇଁ ତାରାକୁ Sorry କହେ..ତାରା ଘରକୁ ଯିବା ପାଇଁ ବାହାରେ ହେଲେ ମୋହିନୀ ତାରାକୁ ଦୁର୍ଗା ପୂଜା ପର୍ଯ୍ୟନ୍ତ ରହିବାକୁ କହେ..ଏବଂ ସମସ୍ତେ ପୂଜା ପ୍ରସ୍ତୁତିରେ ଲାଗିପଡନ୍ତି...