ସାଧୁବାବାଙ୍କ କଥା ଶୁଣି ତାରିଣୀ ଓ ରୁକ୍ମିଣୀ ବହୁତ ଡରିଯାନ୍ତି..ତାରା ପ୍ରତି ବିପଦ ଥିବା ଜାଣୀ ତାରିଣୀ କଣ କରିବ କିଛି ବି ବୁଝିପାରେନି,..ସାଧୁବାବା ତାରିଣୀକୁ ଯେଉଁ ଉପାୟ କୁହନ୍ତି ସେ ସବୁ ମାନିବାକୁ ତାରିଣୀ ରାଜି ହେଇଯାଏ..ସେପଟେ ତରୁଣ ତାରାକୁ କହେ ସେ ଆଉଥରେ ତା ସଂଗୀତ କ୍ୟାରିଅର ଆରମ୍ଭ କରିବ.. ଯାହା ଶୁଣି ତାରା ବହୁତ ଖୁସି ହେଇଯାଏ.. ଏବଂ ତାରା ତରୁଣକୁ ତା ଭଲପାଇବା ବିଷୟରେ ପଚାରେ କିନ୍ତୁ ତରୁଣ ତାରା ସାମ୍ନାରେ କିଛି ବି କହେନି..