ଗୋଟେପଟେ ତାରିଣୀ ଓ ପରିବାରକୁ ଛାଡି ତାରା ଘରକୁ ଫେରୁଥିବା ବେଳେ ତାରା ପାଇଁ ତାରିଣୀର ମନ ଖରାପ ହେଇଯାଏ...ତାରିଣୀର ମନ ଖୁସି କରିବା ପାଇଁ ତୁଷାର ତାରିଣୀକୁ ହନିମୁନ୍ ନେଇଯିବାକୁ ଯୋଜନା କରେ..ହେଲେ ତୁଷାର ଓ ତାରିଣୀଙ୍କ ହନିମୁନ୍ ପ୍ଲାନ୍ କୁ କ’ଣ ମାନିନେବେ ମୋହିନୀ ଓ ଯୋଗେଶ..?