ତାରିଣୀର ହଠାତ୍ ଦେହ ଖରାପ ହେବାରୁ ସମସ୍ତେ ଚିନ୍ତାରେ ପଡିଯାନ୍ତି..ଅନ୍ୟପଟେ ତୁଷାର ତାରିଣୀର Pregnancy କୁ ନେଇ ଖୁସି ହୁଏ ଏବଂ ପୁରା ପରିବାର ମଧ୍ୟ ଏ ଖବର ଶୁଣି ଖୁସି ହୁଅନ୍ତି ହେଲେ ତାରିଣୀର  Test negative ଆସେ ଯାହା ପାଇଁ ସମସ୍ତଙ୍କ ମନ ଦୁଃଖ ହେଇଯାଏ...