Tarini Akhira Tara
22 Views
Dec 31 1969
00:22:26
5

ତାରିଣୀ ଜିଦ୍ କରି ବସେ ତାରାଠାରୁ ସତ ଜାଣିବା ପାଇଁ ସେପଟେ ତାରାର ଦେହ ବହୁତ ଖରାପ ହେଇଯିବାରୁ ତରୁଣ ତାକୁ ନେଇ ବ୍ୟସ୍ତ ହେଇପଡେ.. କନିକା ଓ ପରିବାର ଲୋକଙ୍କୁ ଦେଖି ତାରିଣୀ ବହୁତ ଖୁସି ହୁଏ... କିନ୍ତୁ ତାରା ଉପରେ ରାଗିବା ସହ କଥା ନ ହେବାକୁ କହେ.. କଣ ତାରା ନିଜ କଥା ରଖି ତାରିଣୀକୁ ସବୁ ସତ କହିଦବ.. ?
Share