Tarini Akhira Tara
49 Views
Dec 31 1969
00:21:23
5

ତରୁଣ ତାରା ସହିତ କଥା ହବାକୁ ଚହେଁ ହେଲେ ତାରା କଥା ହେବାକୁ ମନା କରିଦିଏ.. ତରୁଣ ବହୁତ ଚେଷ୍ଟା କରିବା ପରେ ବି ସେ ନିଜ କ୍ୟାରିଅର ଗଢିବାରେ ବିଫଳ ହୁଏ ଏବଂ ତାରାକୁ ମନେ ପକାଏ.. ସେପଟେ ତାରା ରୁକ୍ମିଣୀକୁ କହେ ସେ ତାରା ପାଇଁ ପୁରା ପରିବାର ସହିତ ଲଢିପାରିବ.. କଣ ତାରିଣୀ, ତାରାକୁ ତା ଭଲପାଇବା ଫେରେଇ ଦେଇ ପାରିବ..?
Share