Tarini Akhira Tara
42 Views
Dec 31 1969
00:21:46
5

ତ୍ରୀଶା, ତୁଷାର ର ଯୋଜନା ବିଷୟରେ ଜାଣିପାରି ନିରିହ ହେବାର ଅବିନୟ କରେ ଏବଂ ସମସ୍ତଙ୍କୁ ମିଛ କହିଥିବାରୁ ସେ ଭୁଲ୍ ମାଗେ ହେଲେ ତୁଷାର ତ୍ରୀଶାକୁ ବିଶ୍ୱାସ କରିପାରେନି...ମୋହିନୀ ଆଉ ତରୁଣ ତୁଷାର ର ତ୍ରୀଶା ପ୍ରତି ବ୍ୟବହାର ଦେଖି ରାଗିଯାନ୍ତି..ପ୍ରଥମ ଥର ପାଇଁ ତୁଷାର ଓ ତରୁଣ ଭିତରେ ମନ ମାଳିନ୍ୟ ହୁଏ...ଯାହା ଦେଖି ତ୍ରୀଶା ଖୁବ ଖୁସି ହୁଏ...
Share