Tarini Akhira Tara
224 Views
Dec 31 1969
00:22:49
5
5
ତରୁଣ ମୋହିନୀକୁ ଖରାପ ବ୍ୟବହାର ଦେଖେଇବାରୁ ତୁଶାର ତରୁଣକୁ ମାରେ.. ସେପଟେ ତାରା ନିଜକୁ ଦୋଷ ଦେଇ ତାରିଣୀକୁ କ୍ଷମା ମାଗେ.. ଏବଂ ହୋଲିରେ କଣ ସବୁ ଘଟିଥିଲା ଜାଣିବା ପରେ ତାକୁ ଖରାପ ଲାଗେ..ତାରିଣୀ ତାରାକୁ ତରୁଣର ଭଲପାଇବା ବିଷୟରେ ବୁଝାଏ.. ହେଲେ ତାରା ଏ ସବୁକୁ ମାନିବାକୁ ନାରାଜ୍ ହୁଏ.. ସେପଟେ ମୋହିନୀ ଓ ଯୋଗେଶ ରୁକ୍ମିଣୀକୁ କୁହନ୍ତି ତାରା ଠାରୁ ତରୁଣଙ୍କୁ ଅଲଗା କରି ତରୁଣର ଜୀବନ ବିଷୟରେ ଭାବିବାକୁ..
Share