Tarini Akhira Tara
223 Views
Dec 31 1969
00:22:28
5
5
ପୁରା ପରିବାର ମଜା ମସ୍ତିରେ ଖୁସି ଥିବା ବେଳେ ତ୍ରୀଶାକୁ ନେଇ ତରୁଣ ଚିନ୍ତାରେ ଥାଏ...ତାରା ତାରିଣୀ ଆଗରେ ନିଜ ଦେହ ଖରାପ ହେବା କଥା ଲୁଚାଏ...ସେପଟେ ମୋହିନୀ ତରୁଣ ସହ ତାରାର ମିଳାମିଶାକୁ ଆଦୌ ପସନ୍ଦ କରିପାରୁନି..କ’ଣ ମୋହିନୀ ତରୁଣ ଜୀବନରେ ତ୍ରୀଶାକୁ ପୁଣିଥରେ ଫେରେଇ ଆଣିବ ନା ତାରା ବଦଳେଇ ଦବ କାହାଣୀର ମୋଡ...?
Share