Tarini Akhira Tara
51 Views
Dec 31 1969
00:22:33
5

ତୁଶାର ମୋହିନୀକୁ ବୁଝାଏ ଯେ ତାରିଣୀ କିଛି ବି ମିଛ କହୁନାହାନ୍ତି ବରଂ ସେ ଅଜଣୀ ବ୍ୟକ୍ତି ବାରମ୍ବାର ତାରିଣୀକୁ ହଇରାଣ କରୁଛି..ସେପଟେ ଏ ସବୁ ପାଇଁ ତାରିଣୀ ଖୁବ ଭାଙ୍ଗିପଡେ..ତରୁଣର ଭୁଲ ପାଇଁ ରାକେଶର ପୁରା ଗୋଡାଉନ୍ ଜଳିକି ନଷ୍ଟ ହେଇଯାଏ..ଯାହା ପାଇଁ ତାରା ତରୁଣକୁ ଦାୟୀ କରିବା ସହ ତରୁଣ ଉପରେ ରାଗିଯାଏ...
Share