Tarini Akhira Tara
188 Views
Dec 31 1969
00:21:41
5

ତାରିଣୀ ତାରାକୁ ନ ପାଇ ଭାଙ୍ଗିପଡିଥାଏ ତୁଶାର ତାକୁ ବୁଝାଏ..ସେପଟେ ରଣବୀର୍ ତାରାକୁ ବଞ୍ଚେଇବା ପାଇଁ ପହଞ୍ଚେ ଏବଂ ତାକୁ ସେଠୁ ନେଇକି ଆସେ.. ଘରେ ସମସ୍ତେ ତାରାକୁ ନେଇ ବ୍ୟସ୍ତ ଥିବା ବେଳେ ରଣବୀର୍ କଲ୍ କରି ଜଣାଏ ତାରା ତାକୁ ମିଳିସାରିଛି.. ରଣବୀର୍ କଥା ଶୁଣି ସମସ୍ତେ ଟିକେ ଶାନ୍ତ ହେବା ପରେ ଶ୍ରୀକାନ୍ତ ମନରେ ରଣବୀର୍ କୁ ନେଇ ସନ୍ଦେହ ଆସେ..
Share