Tarini Akhira Tara
166 Views
Dec 31 1969
00:23:07
5
5
ତାରା ଓ ତରୁଣଙ୍କ ନିର୍ବନ୍ଧକୁ ନେଇ ତାରିଣୀ ଖୁସି ଥିବା ବେଳେ ସେ ଏ ସବୁ ଖୁସି ପାଇଁ ତୁଶାରକୁ ଧନ୍ୟବାଦ ଜଣାଏ.. ସେପଟେ ମୋହିନୀ ନିଜ ଅତୀତର କିଛି କଥା ପାଇଁ ବହୁତ କଷ୍ଟରେ ଥାଏ ଯାହା ସିଏ ସମସ୍ତଙ୍କ ଠାରୁ ଲୁଚେଇବାକୁ ଚେଷ୍ଟା କରେ.. ପରେ ମୋହିନୀ ତାରାର ପରିକ୍ଷା ନେବା ପାଇଁ ତାକୁ ସମସ୍ତଙ୍କ ପାଇଁ ଖାଇବା ବନେଇବାକୁ କହେ.. କ’ଣ ମୋହିନୀର ପରିକ୍ଷାରେ ତାରା ସଫଳ ହେବ.. ?
Share