Tarini Akhira Tara
39 Views
Dec 31 1969
00:21:19
5

କନିକା ଓ ତୁଶାର ଆଉଥରେ ଡକ୍ଟରଙ୍କ ଠାରୁ ତାରାର ରିପୋର୍ଟ ବିଷୟରେ ଜାଣିବାକୁ ଚାହାନ୍ତି ହେଲେ ଡକ୍ଟର କୁହନ୍ତି ତାରା ପାଖରେ ସମୟ କମ୍ ଅଛି.. ସେପଟେ ତାରା ଓ ତାରିଣୀ ଦୁହେଁ ଦୁହିଙ୍କ ପିଲାଦିନ କଥା ଭାବି ମନ ଖରାପ କରୁଥାନ୍ତି ଏବଂ ତାରା ତାରିଣୀକୁ ନିଜର ସ୍ମୃତିକୁ ଉପହାର ରୂପରେ ଦିଏ.. କଣ ତାରାର ଏମିତି କରିବାର ପ୍ରକୃତ ଉଦେଶ୍ୟ ଜାଣିପାରିବ ତାରିଣୀ..?
Share