Tarini Akhira Tara
24 Views
Dec 31 1969
00:22:38
5

ତାରା କଟକ ଫେରିଯିବାକୁ ବାହାରେ ହେଲେ କାହାକୁ ଦେଖା ନ କରି ଯିବାକୁ ଚାହେଁ ଶେଷରେ ତରୁଣ ତାରାକୁ ଅଟକେଇବାକୁ ଚେଷ୍ଟା କରେ କିନ୍ତୁ ସେ ନ ରହି ଚାଲିଯାଏ... ସେପଟେ କନିକା ଓ ଅନ୍ୟମାନେ ତାରା ଫେରିଆସିବା କଥାକୁ ନେଇ ଟିକେ ଚିନ୍ତାରେ ପଡିଯାନ୍ତି.. ଏବଂ ସେ ଭାବନ୍ତି କିଛି ଗୋଟେ କାରଣ ନିଶ୍ଚୟ ଅଛି..କଣ କନିକା ଜାଣିପାରିବ ତାରା ଫେରିଆସିବାର ଅସଲ ଉଦେଶ୍ୟ..?
Share