Tarini Akhira Tara
206 Views
Dec 31 1969
00:21:56
5
5
ତାରିଣୀ ତାରା ପାଇଁ ଦୁଃଖରେ ଗୀତ ଗାଏ ଯାହାପାଇଁ ତାରାର ସେନ୍ସ ଫେରିଆସେ.. ଏବଂ ଡାକ୍ତର ସମସ୍ତଙ୍କୁ କୁହନ୍ତି ତାରା ଏବେ ଠିକ୍ ଅଛି.. ହେଲେ ଆଗକୁ ତାରାର ଦେହ ଆହୁରି ବେଶି ଖରାପ ହେଇପାରେ ଏବଂ ତାରାକୁ ରକ୍ତର ଆବଶ୍ୟକତା ଅଛି ବୋଲି ଜଣାନ୍ତି.. ଏ କଥା ଶୁଣି ତାରିଣୀ ଓ ଅନ୍ୟମାନେ ଡରିଯାନ୍ତି.. ସେପଟେ ତ୍ରୀଶା ଘରେ ତରୁଣକୁ ନ ପାଇ ଏପଟସେପଟ କଥା କହେ ଯାହାର ଉଚିତ୍ ଜବାବ୍ ଦିଏ ତାରିଣୀ.
Share