ମହେଶ କନିକା ଓ ପରିବାର ଲୋକଙ୍କୁ ଜଣାଏ ତାରାର Blood report ବଦଳିଯାଇଥିଲା ଏବଂ କନିକା ଓ ତୁଷାର ଜାଣିବାକୁ ପାଆନ୍ତି ତାରାର Blood ରେ କିଛି abnormalities  ଅଛି.. ସେ ବିଷୟେ ଜାଣିବା ପାଇଁ ତାରାକୁ ଆଉଥରେ Blood test କରିବାକୁ ପଡିବ...ତାରାକୁ ରାଜି କରେଇବା ପାଇଁ ତାରିଣୀ ଦେହ ଖରାପ ହେବାର ପ୍ଲାନ୍ ବନାଏ..