ତାରା, ତରୁଣର ବ୍ୟବହାର ଦେଖିକି ବହୁତ ଭାଙ୍ଗିପଡେ.. ସେପଟେ ରଣବୀର୍ ଏ ସବୁର ଫାଇଦା ଉଠାଏ.. ତାରିଣୀ ହାତରେ ପଡେ ରଣବୀର୍ ର ପ୍ରକୃତ ପରିଚୟର ପ୍ରମାଣପତ୍ର.. ଯାହାକୁ ଦେଖି ତାରିଣୀ ରଣବୀର୍ କୁ ଧମକ୍ ଦିଏ ହେଲେ ରଣବୀର୍ ତାରାର କିଛି ଫଟୋ ଦେଖେଇ ତାରିଣୀକୁ ଡରାଏ.. ତାରିଣୀ ତାରାର ଅବସ୍ଥା ଦେଖି ବହୁତ ଡରିଯାଏ.. କ’ଣ ତାରିଣୀ ରଣବୀର୍ ର ଯୋଜନାକୁ ବିଫଳ କରିପାରିବ.. ?