ତାରିଣୀ ଓ ତୁଶାର ପରସ୍ପରକୁ ମନେପକେଇ କଷ୍ଟ ପାଆନ୍ତି.. ମୋହିନୀ ରଣବୀର୍ ର ସତ ଜାଣିବାକୁ ଚେଷ୍ଟା କରେ.. ସେପଟେ ଜେଲ୍ ରେ ତାରା ଆଉ ତାରିଣୀକୁ ମହାରାଣୀ ହଇରାଣ କରେ.. କ’ଣ ମହାରାଣୀ ଠାରୁ ତାରା ଆଉ ତାରିଣୀ ନିଜକୁ ରକ୍ଷା କରିପାରିବେ.. ?