ତାରା ଓ ତାରିଣୀଙ୍କ ସାମ୍ନାକୁ ଆସେ ତରୁଣର ବାହାଘର କଥା..ଯାହା ଶୁଣିକି ତାରା ବହୁତ ଭାଙ୍ଗିପଡେ.. ହେଲେ ତାରିଣୀ ତରୁଣ ଓ ପରିବାର ଲୋକଙ୍କୁ ଭୁଲ ବୁଝେ.. ତୁଶାର ମଧ୍ୟ ଜାଣିପାରେ ତାରା ତରୁଣକୁ ଭଲପାଏ.. ସେପଟେ ତରୁଣ ସାମ୍ନାକୁ ତ୍ରୀଶା ଆସେ.. ଏବଂ ତ୍ରୀଶାକୁ ଦେଖି ତରୁଣ ଆଶ୍ଚର୍ଯ୍ୟ ହୁଏ..