ତାରା ତ୍ରୀଶାକୁ ତା ଭୁଲର ଶାସ୍ତି ଦେବା ସହ ତରୁଣ ଓ ପ୍ରତାପ ତ୍ରୀଶାକୁ ଜେଲ୍ ପଠାଇଦିଅନ୍ତି.. ଏପଟେ ତୁଶାର ତାରିଣୀକୁ ଏମିତି ଅବସ୍ଥାରେ ଦେଖି ଭାଙ୍ଗିପଡେ.. ତାରା, ତୁଶାର ଓ ତାରିଣୀକୁ କହେ ଏ ସବୁ ପାଇଁ ତ୍ରୀଶା ଦାୟୀ.. କ’ଣ ତାରା ଓ ତାରିଣୀଙ୍କ ଉପରୁ ସବୁଦିନ ପାଇଁ ତ୍ରୀଶା ନା’ର ବିପଦ ଟଳିଯିବ.. ?