Tarini Akhira Tara
35 Views
Dec 31 1969
00:22:41
5

ତାରା ତାରିଣୀ ସାମ୍ନାରେ କହେ ସେ ତରୁଣକୁ ଭଲପାଏ ବୋଲି.. ହେଲେ ସେ ତରୁଣକୁ ନିଜ ମନ କଥା କହିବା ପାଇଁ ମନା କରେ... ସେପଟେ ରୁକ୍ମିଣୀ ତାରା ଓ ତରୁଣଙ୍କ ସଂପର୍କକୁ ନେଇ କଣ ନିଷ୍ପତ୍ତି ନବ ସେଥିପାଇଁ ଦ୍ଵନ୍ଦରେ ପଡିଯାଏ... ତାରା କେମୋ ପାଇଁ ଚୁଟି ଝଡିବା ସମସ୍ୟା ଦେଖି ଡରିଯାଏ.. ଏବେ କଣ ହେବ ତାରାର ନିଷ୍ପତ୍ତି..?
Share