Tarini Akhira Tara
75 Views
Dec 31 1969
00:22:51
5

ତରୁଣ ତାରାର କଷ୍ଟ ସହିନପାରି ତାରାକୁ ତାରିଣୀ ସହ ଦେଖା କରେଇବାକୁ ନେଇଯାଏ.. ତୁଶାର ତାରା ଓ ତାରିଣୀକୁ ଏକାଠି ଦେଖି ଖୁବ ରାଗିଯାଏ.. ଏବଂ ତରୁଣକୁ ଗାଳି କରେ.. ତା ସହିତ ପ୍ରତିଜ୍ଞା କରେ ସେ ତାରିଣୀ ଜୀବନରୁ ତାରାକୁ ସବୁଦିନ ପାଇଁ ଅଲଗା କରିଦବ..କଣ ତୁଶାର ତା ପ୍ରତିଜ୍ଞାରେ ସଫଳ ହେବ..?
Share