ତ୍ରୀଶାକୁ ନେଇ ତରୁଣ ଚିନ୍ତାରେ ଥିବା ବେଳେ ମୋହିନୀ ତରୁଣର ଭବିଷ୍ୟତ କଥା ଯୋଗେଶ ସହ ଆଲୋଚନା କରେ..ଅନ୍ୟପଟେ ତାରିଣୀ ଓ ତୁଷାର ଅନେକ ଦିନ ପରେ ଫେରିଆସିଥିବା ଖୁସିକୁ Celebrate କରନ୍ତି...କ’ଣ ତାରିଣୀ ଜୀବନର ଏ ଖୁସି ସବୁଦିନ ପାଇଁ ଏମିତି ରହିପାରିବ ନା କାହାଣୀ ନେବ ନୂଆ ମୋଡ଼..?