ତାରିଣୀ ତୁଶାରକୁ କେମିତି ତାରାର Treatment ପାଇଁ ରାଜି କରେଇବ ସେଥିପାଇଁ ଚିନ୍ତାରେ ଥାଏ.. ସେପଟେ ତୁଶାର ବି ତାରା ପାଇଁ ବହୁତ ବ୍ୟସ୍ତ ହଉଥାଏ.. ପଟ୍ଟନାୟକ ପରିବାର ରଜ ପାଇଁ ପ୍ରସ୍ତୁତି କରୁଥିବା ବେଳେ ତୁଶାର ତାରିଣୀଙ୍କ ଭିତରେ ଭଲପାଇବା ଦେଖିବାକୁ ମିଳେ.. କଣ ତାରିଣୀ ତୁଶାରକୁ ଏ Treatment ପାଇଁ ରାଜି କରେଇ ପାରିବ..?