Tarini Akhira Tara
57 Views
Dec 31 1969
00:22:33
5

ଗୋଟେପଟେ ତେଜ୍ ତାରିଣୀକୁ ବିବାହ କରି ଗୋଟେ ନୂଆ ସଂପର୍କ ଆରମ୍ଭ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ତୁଶାର ତାରିଣୀକୁ ଖୋଜିବାରେ ଲାଗିଛି.. ତାରିଣୀ ବିନା ତାରା ମଧ୍ୟ ଖୁବ ଭାଙ୍ଗିପଡିଛି... ପୋଲିସ୍ ଗୋଟେ Dead body ଦେଖି ତୁଶାର ଓ ପରିବାର ଲୋକଙ୍କୁ body ଚିହ୍ନିବାକୁ କୁହେ.. ସେ bodyରେ ତାରିଣୀର ସାଢୀ ଦେଖି ତାରା ଓ ତୁଶାର ଡରିଯାନ୍ତି..
Share