Tarini Akhira Tara
255 Views
Dec 31 1969
00:22:30
5
5
ତାରିଣୀ, ତାରାକୁ ବୁଝାଏ ଘରେ କେମିତି ଖୁସିରେ ରହିବ.. ଏବଂ କେମିତି ମୋହିନୀକୁ ଖୁସି କରିବ ସେ ବିଷୟରେ ବୁଝାଏ.. ହେଲେ ତାରା ତାକୁ ମୋହିନୀ ରୁମ୍ ରେ ଦେଖିଥିବାଲ ଫଟୋ କଥା କୁହେ.. ଯୋଉଥିପାଇଁ ମୋହିନୀ ରାଗିଯାଏ ଏବଂ ତାରାକୁ କହେ ସେ କେବଳ ତା ନିଜ କଥା ଚିନ୍ତା କରୁ ୟା ତା କଥାରେ ମୁଣ୍ଡ ନ ପୁରଉ.. ତାରିଣୀ ତାରା ପାଇଁ କ୍ଷମା ମାଗେ ହେଲେ ମୋହିନୀ ତାରିଣୀକୁ ମଧ୍ୟ ଚେତାବନି ଦିଏ..
Share