ରଣବୀର୍, ତ୍ରୀଶା ଓ ଶଙ୍କରକୁ ଜଣାଏ ସେ ରୁକ୍ମିଣୀକୁ ମାରିଦେଇଛି.. ଏକଥା ଜାଣିବା ପରେ ତ୍ରୀଶା ରାଗିଯାଏ ଏବଂ ରଣବୀର୍ କୁ ଅପମାନିତ କରେ.. ସେପଟେ ତରୁଣ ଓ ତାରାକୁ ଏକାଠି ଦେଖି ରଣବୀର୍ ରାଗୁଥାଏ.. ହେଲେ ତରୁଣକୁ ଚିଡେଇବା ପାଇଁ ତାରା ରଣବୀର୍ ର ସାଥ୍ ଦିଏ.. ଯୋଉଥିପାଇଁ ଦୁହିଙ୍କ ଭିତରେ ଝଗଡା ହୁଏ.. ତାରା ଓ ତରୁଣକୁ ନେଇ କ’ଣ ରଣବୀର୍ ର ଉଦେଶ୍ୟ ସଫଳ ହେବ.. ?