Tarini Akhira Tara
46 Views
Dec 31 1969
00:21:38
5

ତୁଶାରର କେସ୍ ଫାଇଲ୍ ହଜିଯାଏ..ଯାହାପାଇଁ ପୁରା ପରିବାର ତାରିଣୀକୁ ଦୋଷ ଦିଅନ୍ତି.. ସେପଟେ ତାରା , ତରୁଣ ପାଇଁ କଣ ନିଷ୍ପତ୍ତି ନେବ ସେ ସବୁକୁ ନେଇ ଚିନ୍ତାରେ ଥାଏ.. ତାରିଣୀର ଅସହାୟତା ଦେଖି ତ୍ରୀଶା ମଜା ନିଏ.. କଣ ତାରିଣୀର ଏ ପରିସ୍ଥିତି ପାଇଁ ତ୍ରୀଶା ଦାୟୀ..?
Share