ପୁରା ପରିବାର ରୁକ୍ମିଣୀ ପାଇଁ ଚିନ୍ତାରେ ଥିବା ବେଳେ ମୋହିନୀ ଏଥିପାଇଁ ରୁକ୍ମିଣୀକୁ ଦାୟୀ କରେ.. ହେଲେ ପୁରା ପରିବାର ରୁକ୍ମିଣୀକୁ ଘର ବାହାରେ ପାଆନ୍ତି.. ଏବଂ ହସ୍ପିଟାଲ ନେଇ ଯାଆନ୍ତି.. ଡକ୍ଟର ତୁଶାରକୁ କହେ ଏ ସବୁ କେବଳ ଆକ୍ସିଡେଣ୍ଟ ନୁହଁ ବରଂ କିଏ ତାଙ୍କ ଉପରକୁ ଆକ୍ରମଣ କରିଛି.. ତୁଶାର କ’ଣ ଜାଣିପାରିବ ରୁକ୍ମିଣୀର ଏ ଅବସ୍ଥା ପାଇଁ କିଏ ଦାୟୀ.. ?