Tarini Akhira Tara
35 Views
Dec 31 1969
00:21:41
5

ତାରାର Treatment ବିଷୟରେ ରାକେଶ ମହେଶ ସହ ଆଲୋଚନା କରେ ଏବଂ ଅନ୍ୟ ଡକ୍ଟରଙ୍କ ସହ ପରାମର୍ଶ କରିବ ବୋଲି ସ୍ଥିର କରେ...ସେପଟେ ତାରା ମୋହିନୀକୁ ସାହାର୍ଯ୍ୟ କରିବ ବୋଲି କୁହେ..ତାରା ଓ ମୋହିନୀଙ୍କୁ ଏକାଠି ଦେଖି ତାରିଣୀ ମନରେ ସନ୍ଦେହ ଆସେ... କଣ ତାରିଣୀ ଜାଣିପାରିବ ମୋହିନୀ ଓ ତାରା କରିଥିବା ଯୋଜନା ବିଷୟରେ..?
Share