ଗୋଟେପଟେ ତାରିଣୀ ତୁଷାରଙ୍କ ଜୀବନରେ ଖୁସିର ମୁହୁର୍ତ୍ତ..ଅନ୍ୟପଟେ ପ୍ରତାପ ନିଜକୁ ପ୍ରମାଣ କରିବା ପାଇଁ କୋର୍ଟରେ ପହଞ୍ଚିଛି...ହେଲେ କ’ଣ ପ୍ରତାପ ଏ କେସ୍ ଜିତି ତାରାର ବିଶ୍ୱାସ ରଖିପାରିବ ?