Tarini Akhira Tara
412 Views
Dec 31 1969
00:22:21
5
5
ତୁଶାର, ଯୋଗେଶ ଓ ମୋହିନୀକୁ ତ୍ରୀଶାର ପ୍ରକୃତ ଉଦେଶ୍ୟ ବିଷୟରେ ଜଣାଏ... ସେପଟେ ରୂପମ୍ ହସ୍ପିଟାଲରେ ଗୋଟେ ଆକ୍ସିଡେଣ୍ଟ୍ ଦେଖି ଡରିଯିବା ସହ, ପେସେଣ୍ଟ୍ କୁ ବଂଚେଇବାକୁ ଚେଷ୍ଟା କରେ.. ତ୍ରୀଶା ନିଜ ସ୍ୱାର୍ଥ ପାଇଁ ଘରୁ ଟଙ୍କା ଚୋରି କରିବାରେ ସଫଳ ହୁଏ.. କ’ଣ ତାରିଣୀ ଓ ତୁଶାର ତ୍ରୀଶାକୁ ଧରିପାରିବେ.. ?
Share