Tarini Akhira Tara
71 Views
Dec 31 1969
00:22:38
5

ତାରିଣୀ ତାରାର ରୋଗ ବିଷୟରେ ଜାଣିବା ପରେ ତାକୁ ନିଜ ପାଖରୁ ଅଲଗା ଛାଡିବାକୁ ଚାହେଁନି.. ସେପଟେ ତରୁଣ ସାମ୍ନାରେ ରୁକ୍ମିଣୀ କହେ ସେ ଜାଣିଛି.. ତରୁଣ ତାରାକୁ ପସନ୍ଦ କରେ ଏବଂ ସେ ତରୁଣକୁ ବୁଝାଏ ତାରାକୁ ନିଜ ମନ କଥା କହିଦବାକୁ ହେଲେ ତରୁଣ ମନା କରେ.. କଣ ତରୁଣ ନିଜ ମନକଥା ତାରା ଆଗରେ କହିପାରିବ..?
Share