Tarini Akhira Tara
235 Views
Dec 31 1969
00:21:54
5
5
ତୁଶାର ତାରିଣୀକୁ ନିଜ ବ୍ୟବହାର ପାଇଁ କ୍ଷମା ମାଗେ.. ସେପଟେ ତାରା ତରୁଣକୁ ନିଜ ଇଛା ବିଷୟରେ କହେ..ତରୁଣ ତାରାକୁ କଥା ଦିଏ ସେ ତାରାର ସବୁ ଇଛା ପୁରା କରିବ..ହେଲେ କଣ ତାରା, ତରୁଣର ମନରେ ତା ପାଇଁ କଣ ଅଛି ଜାଣିପାରିବ..?
Share