ମୋହିନୀ ତାରିଣୀକୁ ଦାୟିତ୍ଵ ଦିଏ ପୁରା ପରିବାର ପାଇଁ କିଛି ମିଠା କରି ଖୁଆଇବାକୁ..ଅନ୍ୟପଟେ ତାରା ଓ ତରୁଣ ବାହାରକୁ ଯିବାକୁ ପ୍ଲାନ୍ ବନାନ୍ତି ଏବଂ ସମସ୍ତଙ୍କ ଠାରୁ ଲୁଚି ଦୁହେଁ ବୁଲିବାକୁ ଚାଲିଯାନ୍ତି...କ’ଣ ତାରା ଓ ତରୁଣଙ୍କ ଏ ଭୁଲ୍ ପୁରା ପରିବାର ପାଇଁ କିଛି ବିପଦ ଆଣିଦେବ...?