Tarini Akhira Tara
28 Views
Dec 31 1969
00:22:47
5

ତାରିଣୀ ଜାଣିପାରେ ପୁରା ପରିବାର ତାରାର ସତ ଜାଣିଛି ହେଲେ ସେ ଜାଣିନି ଯାହା ପାଇଁ ସେ ଖୁବ କଷ୍ଟ ପାଏ ଶେଷରେ ତାରା ତାରିଣୀର ରାଗ ଅଭିମାନକୁ ସହି ନ ପାରି ତାରିଣୀ ସାମ୍ନାରେ ତାକୁ କ୍ୟାନସର ହେଇଥିବା କଥା କହିଦିଏ.. ଯାହା ଶୁଣିବା ପରେ ତାରିଣୀ ଏକଦମ ଭାଙ୍ଗିପଡେ..
Share