ମୋହିନୀ ଓ ଯୋଗେଶ ତରୁଣ ସହିତ ତ୍ରୀଶାର ବିବାହ କଥା କୁହନ୍ତି ହେଲେ ତରୁଣ ସମସ୍ତଙ୍କ ସାମ୍ନାରେ ତ୍ରୀସାକୁ ବିବାହ କରିବାକୁ ମନା କରିଦିଏ.. ଏ କାଥା ଶୁଣି ତାରିଣୀ ଓ ତୁଶାର ବହୁତ ଖୁସିଥିବା ବେଳେ ତ୍ରୀଶାକୁ ନେଇ ସେମାନଙ୍କ ମନରେ ଭୟ ଥାଏ.. ସେପଟେ ମୋହିନୀ ତ୍ରୀଶାକୁ ବୁଝାଏ, ଏତେ ଜଲଦି ହାର ନ ମାନି ସେ ତରୁଣକୁ ନିଜର କରିବା ପାଇଁ କିଛି ଯୋଜନା କରିବା ଦରକାର.. କଣ ତ୍ରୀଶା ଓ ମୋହିନୀଙ୍କ ଯୋଜନାରେ ଫସିଯିବ ତରୁଣ..?