ତରୁଣ ସାମ୍ନାକୁ ତା ଅତିତ ତ୍ରୀଶା ଫେରିଆସେ..ତ୍ରୀଶା ତରୁଣ ଆଗରେ ତାର ଭଲପାଇବା ଜାହିର୍ କରେ ହେଲେ ତରୁଣ ତ୍ରୀଶାକୁ ମନାକରିଦିଏ..ତରୁଣର ବ୍ୟବହାର ମୋହିନୀକୁ ବହୁତ ଖରାପ ଲାଗେ..ଅନ୍ୟପଟେ ଡ.ମହେଶ ତାରାର ବ୍ଲଡ୍ ରିପୋର୍ଟ ବଦଳିଯିବାରୁ ଚିନ୍ତାରେ ପଡିଯାନ୍ତି...