Tarini Akhira Tara
27 Views
Dec 31 1969
00:22:33
5

ବାରମ୍ବାର ତରୁଣର କଥା ତାରା ମନକୁ ବିଚଳିତ କରିଦିଏ.. ଯାହା ପାଇଁ ସେ ବହୁତ ବ୍ୟସ୍ତ ହେଇପଡେ.. ଏବଂ ଶେଷରେ ସେ ଜାଣିପାରେ ତରୁଣ ପାଇଁ ତାରା ମନରେ ଥିବା ଏ ଅନୁଭବ ପ୍ରେମ.. ଏବଂ ସେ ବହୁତ ଖୁସି ହୁଏ.. ସେପଟେ ତାରିଣୀ ତାରାର ଆସିବାକୁ ଥିବା ରିପୋର୍ଟ ପାଇଁ ଚିନ୍ତାରେ ଥାଏ.. କଣ ତାରା ତରୁଣକୁ ନିଜ ମନ କଥା କହିପାରିବ..?
Share