ତରୁଣ, ତାରା ଓ ରଣବୀର୍ କୁ ଏକାଠି ଦେଖି ତାରା କୁ ଭୁଲ ବୁଝେ ଏବଂ ତାରା ସହିତ ସବୁ ସଂପର୍କ କାଟି ଦିଏ... ରଣବୀର ତା ଷଡଯନ୍ତ୍ର ସଫଳ ହେଇଯିବା ଦେଖି ବହୁତ ଖୁସି ହୁଏ.. ସେପଟେ ତୁଶାର ଓ ପ୍ରତାପ ରଣବୀର୍ କୁ ସମସ୍ତଙ୍କ ସାମ୍ନାରେ ଧରାପକେଇବା ପାଇଁ ଯୋଜନା କରୁଥିବା ବେଳେ ତାରିଣୀ ହାତରେ ଲାଗେ ରଣବୀର୍ ର ପ୍ରକୃତ ପରିଚୟ.. ଏବେ ରଣବୀର ପାଇଁ କ’ଣ ହେବ ତାରିଣୀର ନିଷ୍ପତ୍ତି.. ?