Tarini Akhira Tara
9 Views
Dec 31 1969
00:22:36
5

ହୋଲି ନିଶାରେ ତାରା ଓ ତରୁଣ ଏକାଠି ଗୋଟେ ଓଢଣୀ ତଳେ ଥିବା ବେଳେ ମୋହିନୀ ମନରେ ଭୁଲଧାରଣା ସୃଷ୍ଟି ହୁଏ.. ସେ ତରୁଣକୁ ମାରିବା ସହ ତାରା ତରୁଣକୁ ଅଲଗା କରେ.. ହୋଲିର ଘଟଣା ପାଇଁ ପୁରା ପରିବାର ଚିନ୍ତାରେ ଥିବା ବେଳେ.. ତାରିଣୀ ତାରା କଥାକୁ ନେଇ ବହୁତ ଡରିଯାଏ.. ତାରା ଓ ତରୁଣଙ୍କ ପାଇଁ ଏବେ କଣ ହେବ ପଟ୍ଟନାୟକ ପରିବାରର ନିଷ୍ପତ୍ତି..?
Share