Tarini Akhira Tara
28 Views
Dec 31 1969
00:21:35
5

କନିକା ଓ ରାକେଶ ତାରାକୁ ଆଉ ଜଣେ ଡକ୍ଟରଙ୍କ ସହ ଦେଖା କରାନ୍ତି..ଏବଂ ଡକ୍ଟର ମଧ୍ୟ ତାରାକୁ blood cancer ହେଇଥିବା ଜଣାନ୍ତି...ହେଲେ ତାରାକୁ ଏ କଥା ନ ଜଣେଇବାକୁ ଡାକ୍ଟରଙ୍କୁ ଅନୁରୋଧ କରନ୍ତି..ଅନ୍ୟପଟେ ତାରା ତ୍ରୀଶାକୁ ମୋହିନୀର Birthday party ରେ କଣ କରିବାକୁ ହବ ବୁଝାଏ...ହେଲେ ତାରା ଓ ମୋହିନୀର ପ୍ଲାନ୍ କଣ ସଫଳ ହେବ...?
Share