Tarini Akhira Tara
13 Views
Dec 31 1969
00:21:18
5

ତାରା ତରୁଣକୁ କହେ ସେ ପରିବାର ଲୋକଙ୍କ କଥାରେ ରାଜି ହେଇ ତ୍ରୀଶାକୁ ବିବାହ କରୁ..ହେଲେ ତରୁଣ ଏ କଥାରେ ରାଜିହୁଏନି..ସେପଟେ ତ୍ରୀଶାର ଯୋଜନା ସଫଳ ହୁଏ ସେ ତାରିଣୀକୁ ସିଡିରୁ ପକେଇ ଆହାତ କରିଦିଏ..ତାରା ଓ ତରୁଣ ଏ କଥା ଶୁଣିବା ପରେ ତାରା ତାରିଣୀ ପାଖକୁ ଆସିବାକୁ ଜିଦ୍ କରେ..ପଟ୍ଟନାୟକ ପରିବାର କ’ଣ ତାରାକୁ ତାରିଣୀ ସହ ଦେଖାକରିବାକୁ ଅନୁମତି ଦେବେ..?
Share