Tarini Akhira Tara
387 Views
Dec 31 1969
00:21:57
5
5
ରୂପମ୍ ଜାଣିପାରେ ତାରାକୁ କ୍ୟାନ୍ସର ହେଇଛି ଆଉ ସେ କେବେ ଭଲ ହେଇପାରିବନି.. ଯାହା ଶୁଣିବା ପରେ ରୂପମ୍ ବହୁତ ମନ ଖରାପ କରେ.. ତାରା ଘରକୁ ଫେରେ ଏବଂ ସମସ୍ତଙ୍କୁ ଏମିତି ଏକାଠି ଦେଖି ତାରା ବହୁତ ଖୁସି ହୁଏ.. ସମସ୍ତେ ତାରାକୁ ସ୍ୱାଗତ କରି ଆପଣେଇ ନିଅନ୍ତି.. ହେଲେ ତ୍ରୀଶା ଏ ଖୁସିକୁ ନଷ୍ଟ କରିବାକୁ ଚେଷ୍ଟା କରେ..କ’ଣ ତ୍ରୀଶାର ଉଦେଶ୍ୟ ସଫଳ ହେବ.. ?
Share